ପ୍ରକାଶ ପାଇଲା ସ୍ବତନ୍ତ୍ର ଓଜେଇଇ ରେଜଲ୍ଟ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ଗୁରୁବାର ସ୍ବତନ୍ତ୍ର ଓଜେଇଇ ରେଜଲ୍ଟ ପ୍ରକାଶ ପାଇଛି। ୧୪୬୨୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୬୨୨ ଜଣଙ୍କୁ ର଼୍ୟାଙ୍କ ମିଳିଛି। ବି.ଟେକରେ ରବୀନ୍ଦ୍ର ବେହେରା ଟପ୍ପର ହୋଇଥିବା ବେଳେ ଏମ୍‌ବିଏରେ ଚନ୍ଦନ ପାତ୍ର ଟପ୍ପର ହୋଇଛନ୍ତି। ସେହିପରି ଏମ୍‌ସିଏରେ ଅନୀଶ ଅଗ୍ରଓ୍ବାଲ, ବି. ଫାର୍ମାରେ ପ୍ରଦୀପ ସାହୁ, ଏମ୍‌. ଫାର୍ମାରେ ବିଶାଳ ସିଂ ଟପ୍ପର ହୋଇଥିବା ଜଣାପଡ଼ିଛି।

Share