Advertisement

ପ୍ରତିଦିନ ଗୋଟିଏ ସିଝାଅଣ୍ଡା ନପୁଂସକତାରୁ ରଖେ ଦୂରେଇ…

ସମ୍ପ୍ରତି ପରିବର୍ତ୍ତିତ ଜୀବନ ଶୈଳୀରେ ତଥା ମାନସିକ ଚାପ ଯୋଗୁ କେତେକଙ୍କଠାରେ ନପୁଂସକତା ଦେଖିବାକୁ ମିଳୁଛି। ଆୟୁର୍ବେଦରେ ଏହାର ଘରୋଇ ଉପଚାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ମାସେ ପର୍ଯ୍ୟନ୍ତ ପ୍ରତିଦିନ ଗୋଟିଏ ସିଝାଅଣ୍ଡା ସହ ଚାମୁଚେ ଅଦା ରସ ଓ ମହୁ ମିଶାଇ ଖାଇଲେ ନପୁଂସକତାରୁ ମୁକ୍ତି ମିଳେ। ସେହିପରି ରାତିରେ ଅଭ୍ୟାସ କରି ସିଝାଅଣ୍ଡା ଓ ଗୋଲମରିଚ ଗୁଣ୍ଡ ଖାଇଲେ ସୁଫଳ ମିଳିଥାଏ। ଏପରି କରିବା ଦ୍ୱାରା ସ୍ବପ୍ନ ଦୋଷ, ଧାତୁ କ୍ଷୟ ଆଦି ରୋଗ ମଧ୍ୟ ଭଲ ହୋଇଥାଏ। ଏହା ଶୁକ୍ରାଣୁ ସ୍ତର ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share