Categories: ଖେଳ

ପ୍ରଥମ ନଜରରେ ହରଭଜନ ସିଂଙ୍କ ପ୍ରେମରେ ପଡିଥିଲେ ଏହି ଖେଳାଳି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଧିନାୟକ କ୍ୟାରିୟର ବେଳର ଏକ ରୋଚକ କଥା ଉନ୍ମୋଚନ କରିଛନ୍ତି। ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ମିଳିଥିବା ଟେଷ୍ଟ ବିଜୟ ସବୁଠାରୁ ଜୀବନରେ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। କୋଲକତାରେ ସ୍ପିନର ହରଭଜନ ସିଂ ଯେଉଁଭଳି ବୋଲିଂ ପ୍ରଦର୍ଶନ କରି ୧୩ଟି ଉଇକେଟ୍‌ ନେଇଥିଲେ, ତାଙ୍କ ବୋଲିଂ ଦେଖି ପ୍ରଥମ ନଜରରେ ତାଙ୍କ ଉପରେ ଫିଦା ହୋଇଯାଇଥିଲି। ଏହି ଖେଳାଳି ଭାରତୀୟ କ୍ରିକେଟରେ ଅନେକ କିଛି ପରିବର୍ତ୍ତନ ଆଣି ପାରିବ ସେହି ଦିନ ହିଁ ମୁଁ ଜାଣଯାଇଥିଲି ବୋଲି ଗାଙ୍ଗୁଲି କହିଛନ୍ତି।

Share