Categories: ଜାତୀୟ

ଫଡ୍‌ନବିସ ନିଜକୁ କହୁଥିଲେ ସମୁଦ୍ର: ଏବେ ଠିକଣା ବଦଳିଲା; ରହିବେ ସାଗରରେ

ମୁମ୍ବାଇ,୨।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଠିକଣା ଏବେ ବଦଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ସରକାରୀ ବାସ ଭବନ ଛାଡିବା ପରେ ଏବେ ତାଙ୍କୁ ମୁମ୍ବାଇର ସାଗର ଅଞ୍ଚଳରେ ବାସ ଭବନ ଯୋଗାଇ ଦିଆଯିବ। ଫଡ୍‌ନବିସ ବିଧାନସଭାରେ ବିରୋଧୀ ଦଳ ନେତା ନିର୍ବାଚିତ ହେବାପରେ ନିଜକୁ ସମୁଦ୍ର ବୋଲି କହିଥିଲେ। ସେ ପୁଣିଥରେ ଆସିବେ କିନ୍ତୁ କେବେ ଆସିବେ ତାହା ସମୟ ଉପରେ ଛାଡ଼ିଦେଇଥିଲେ।

Share