Categories: Video

ଫନିକୁ ପୁରିଲା ବର୍ଷେ | ‘Fani’ completes a year

ଫନି ପ୍ରଳୟକୁ ଆଜି ପୁରିଛି ବର୍ଷେ । ମେ’ ୩ରେ ଓଡ଼ିଶା ଦେଖିଥିଲା ଫନିର ସେହି କରାଳ ରୂପ । ଫନି ଏଭଳି ଏକ ବାତ୍ୟା ଥିଲା ଯାହା ସଂସ୍କୃତିର ସହର ପୁରୀ, ରାଜଧାନୀ ଭୁବନେଶ୍ବର ଏବଂ କଟକ ସହରକୁ ପୁରା ଧ୍ବଂସ ବିଧ୍ବଂସ କରିଦେଇଥିଲା । ତେବେ ଆଜି ବର୍ଷେ ପୁରିଥିଲେ ମଧ୍ୟ ସେଦିନର ସେହି ସକାଳର କରାଳ ଚିତ୍ର ଆଜି ବି କାହାର ମନରୁ ଲିଭିନି । ନଜର ପକାନ୍ତୁ ଫନି ଉପରେ ହୋଇଥିବା ଆମର ଏହି ସ୍ପେସିଆଲ ରିପୋର୍ଟ ଉପରେ ।