ଫଲ୍‌ ଅଫ୍‌ ବର୍ଲିନ ଓ୍ବାଲ: ୩୦ ବର୍ଷ ପୂର୍ବେ କାହିଁକି ଭଙ୍ଗା ଯାଇଥିଲା ବର୍ଲିନ ପ୍ରାଚୀର

ନୂଆଦିଲ୍ଲୀ,୯।୧୧: ଆଜିକୁ ଠିକ୍‌ ୩୦ ବର୍ଷ ପୂର୍ବେ ବର୍ଲିନ ପ୍ରାଚୀରକୁ ଭାଙ୍ଗି ଦିଆଯାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଏହି ଆନ୍ଦୋଳନକୁ ୩୦ ବର୍ଷ ପୂରଣ ହୋଇଛି। ଏହି ପ୍ରାଚୀର ଭଙ୍ଗା ଯିବା କାରଣରୁ ଯୁଦ୍ଧ ସମୟରେ ପୂର୍ବ ୟୁରୋପର କମ୍ୟୁନିଷ୍ଟ ପଶ୍ଚିମ ୟୁରୋପରେ ପ୍ରବେଶ କରିପାରି ନ ଥିଲେ। ଆଉ ଏହି ପ୍ରାଚୀର ଭଙ୍ଗାଯିବା ପରେ କମ୍ୟୁନିଷ୍ଟ ଶାସନର ଅନ୍ତ ଘଟିଥିଲା।

Share