ଫ୍ରୋଜନ୍‌ ଭଉଣୀଙ୍କ ପାଇଁ କଣ୍ଠଦାନ କରିବେ ପ୍ରିୟଙ୍କା-ପରିଣୀତି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରା ହଲିଉଡ୍‌ ଫିଲ୍ମ ‘ଫ୍ରୋଜନ୍‌-୨’ର ହିନ୍ଦୀ ଭର୍ସନରେ କଣ୍ଠଦାନ କରୁଛନ୍ତି। ଏ ନେଇ ପ୍ରିୟଙ୍କା ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌ ସାଇଟ୍‌ରେ ଏକ ଭିଡିଓ ସେୟାରକରି ଏହା ଜଣାଇଛନ୍ତି। ପରିଣୀତି ଫିଲ୍ମରେ ଏନା ଏବଂ ପରିଣୀତି ଏଲ୍‌ସା ଚରିତ୍ର ପାଇଁ କଣ୍ଠଦାନ କରୁଛନ୍ତି। ‘ଫ୍ରୋଜନ୍‌-୨’ ହିନ୍ଦୀରେ ନଭେମ୍ବରରେ ରିଲିଜ୍‌ ହେବ।

Share