ବଢ଼ିଲା ରାସନକାର୍ଡ- ଆଧାର ଲିଙ୍କ୍‌ ଅବଧି

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଅଗଷ୍ଟ ୩୧କୁ ରାସନକାର୍ଡ- ଆଧାର ଲିଙ୍କ୍‌ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ତେବେ ଶନିବାର ଏହାର ସଂଯୋଗ ଅବଧିକୁ ସରକାର ବଢ଼ାଇ ଦେଇଛନ୍ତି। ସେପ୍ଟେମ୍ବର ୧୫ ଯାଏ ଏହି ଅବଧି ବଢ଼ାଯାଇଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।

Share