ବଦଳିଲେ ଟାଉନ ଥାନାଧିକାରୀ

ବାରିପଦା ଅଫିସ,୧୧।୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନାଧିକାରୀ ଅଶୋକ କୁମାର ନାୟକଙ୍କର ଅନୁଗୋଳ ଜିଲାକୁ ବଦଳି ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପତ୍ରସଂଖ୍ୟା ୬୫୮(୧୦/୭/୨୦୧୯)ରେ ଏହି ବଦଳି ଆଦେଶ ଦିଆଯାଇଛି। ସେହିପରି କପ୍ତିପଦା ଥାନା ଅଧିକାରୀ ରୀନା ବେହେରାଙ୍କ ମଧ୍ୟ ସିଆଇଡି (କଟକ)କୁ ବଦଳି ହୋଇଛି। ଏହି ଦୁଇ ଇନ୍ସପେକ୍ଟରଙ୍କ ସ୍ଥାନରେ ଅନ୍ୟ କାହାକୁ ଅବସ୍ଥାପିତ କରାଯାଇ ନାହିଁ ।