ବନ୍ତରୁ ୩ କରୋନା ପଜିଟିଭ ଚିହ୍ନଟ

ବନ୍ତ,୧ା୬(ଡି.ଏନ୍‌.ଏ/ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କେନ୍ଦୁଆପଦା ପଞ୍ଚାୟତ ଗଣ୍ଡଗରା ଗ୍ରାମର ହୋଇଥିବା ବେଳେ ସେ ଓଡ଼ଙ୍ଗ କ୍ବାରାଣ୍ଟାଇନ ସେଣ୍ଟରରେ ରହି ଘରକୁ ଫେରିଥିଲେ। ଅନ୍ୟ ୨ ଜଣ ରାମକ୍ରୁଷ୍ଣପୁର ଗ୍ରାମର ବୋଲି ଜଣାପଡ଼ିଛି।