ବନ୍ଧୁତ୍ୱ ଜୀବନର ମେରୁଦଣ୍ଡ ଭଳି। ଏହା ନଥିଲେ ମଣିଷ ସମାଜରେ ବଞ୍ଚିପାରେ ନାହିଁ। ପାଖରେ ହଜାରେ ଲୋକ ଥିଲେ ବି ସେ ନିଜକୁ ନିସଙ୍ଗ ଅନୁଭବ କରିଥାଏ। ତେବେ ବନ୍ଧୁତ୍ୱ ଦିବସ ବା Friendship Day ହେଉଛି ସେହିପରି ଗୋଟିଏ ନିହାତି ଦରକାରି ସମ୍ପର୍କର ଦିନ।