ବର୍ଷକୁ ଥରେ ମହାକାଳଙ୍କ ସେବା କରନ୍ତି ମହିଳା…

ମଧ୍ୟପ୍ରଦେଶ ଉଜ୍ଜୟନୀରେ ପ୍ରଭୁ ମହାକାଳଙ୍କ ସେବା ବର୍ଷରେ ଥରେ ମହିଳାମାନେ କରନ୍ତି। ଦୀପାବଳି ପୂର୍ବଦିନ ଦେବ ଦୀପାବଳି ଅବସରରେ ମହାକାଳଙ୍କ ପୂଜା କରୁଥିବା ସଦସ୍ୟଙ୍କ ପରିବାରର ମହିଳାମାନେ ଏପରି କରନ୍ତି। ପ୍ରଭୁଙ୍କୁ ଗରମ ପାଣିରେ ସ୍ନାନ କରାଯିବା ସହିତ ନାନା ନୀତି ସମ୍ପନ୍ନ ହୋଇଥାଏ। ରୂପ ଚତୁର୍ଥୀ ଅବସରରେ ପ୍ରଭୁଙ୍କର ସ୍ବତନ୍ତ୍ର ନୀତି ହୋଇଥାଏ।

Share