ବର୍ଷା ପାଇଁ ପୂଜାର୍ଚ୍ଚନା

କେନ୍ଦୁଝର,୭ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ବଉଳମାଳ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ବର୍ଷା ହୋଇ ନ ଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତିା ଫଳରେ ଲୋକେ ବର୍ଷା ହେବା ପାଇଁ ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଇନ୍ଦ୍ରଦେବଙ୍କୁ ପ୍ରାର୍ଥନା କରି ଜଳାଭିଷେକ କରିଛନ୍ତି।