ବସ୍ତାରେ କରୋନା ସନ୍ଦିଗ୍ଧ

ବସ୍ତା, ୧୭।୩(ଡି.ଏନ.ଏ.)-ଇଟାଲୀରୁ ଫେରିଥିବା ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଞ୍ଚଳର ଜଣେ ଯୁବକ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ରବିବାର ସେ ଗଁ।ରେ ପହଞ୍ଚିବା ଘରୁ ଆଦୌ ବାହାରକୁ ଆସୁ ନ ଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ହେଲେ ତାଙ୍କ ପରିବାର ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି।