ବସ୍ ଓଲଟି ୨ ମୃତ:ଚାପିହୋଇ ରହିଛନ୍ତି ଅନେକ ଯାତ୍ରୀ

ବିଷମକଟକ,୧୬ା୧୧: କୋରାପୁଟ ଜିଲା ଲକ୍ଷ୍ମୀପୁରରୁ କଟକ ଯାଉଥତ୍ବା ଫର୍ଚୁନର ବସ୍ ସୋମବାର ରାତି ପ୍ରାୟ ୧୦.୩୦ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ ହଜାରିଡାଙ୍ଗ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିଛି ବସ୍ତଳେ ଚାପିହୋଇ ଡ୍ରାଇଭରଙ୍କ ସମେତ ୨ଜଣଙ୍କ ମୃତୁ୍ୟ ହୋଇଛି ଅନେକ ଯାତ୍ରୀ ବସ୍ତଳେ ଚାପିହୋଇ ରହିଥତ୍ବାବେଳେ ମୃତୁ୍ୟ ସଂଖ୍ୟା ବଢ଼ିବା ଅାଶଙ୍କା ରହିଛି ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାଯର୍ୟ ଜାରି ରଖିଛନ୍ତି ୧୦ରୁ ଊର୍ଦ୍ଧ୍ୱ ଅାମ୍ବୁଲାନ୍ସ ପହଞ୍ଚି ଗୁରୁତରଙ୍କୁ ବିଷମକଟକ ସରକାରୀ ଡାକ୍ତରଖାନା ଏବଂ ଖ୍ରୀଷ୍ଟିୟାନ ହସ୍ପିଟାଲକୁ ନେଇଥତ୍ବା ସୂଚନା ମିଳିଛି