Categories: Video

ବାଣ୍ଟିଲେ ସାନିଟାଇଜର, କଲେ ସଚେତନ

ଏବେ ସାରା ଦେଶ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ମହିଳାମାନଙ୍କୁ ସଚେତନ କରାଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ଓ ତାଙ୍କ ଟିମ୍ । ମହିଳାମାନଙ୍କୁ ସାନିଟାଇଜର ,ସାନିଟାରୀ ନାପକିନ୍ ପ୍ରଭୃତି ମଧ୍ୟ ଦିଆଯାଇଥିଲା ।