Categories: ବାଣିଜ୍ୟ

ବାତ୍ୟା ଅଞ୍ଚଳରେ ଏଚ୍‌ଡିଏଫ୍‌ସିର ମୋବାଇଲ ଏଟିଏମ୍‌ ଭ୍ୟାନ

ଭୁବନେଶ୍ୱର,୨୨।୫: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳରେ କ୍ୟାଶ ଉପଲବ୍ଧ କରାଇବା ଲାଗି ରାଜ୍ୟ ସଚ୍ଚିବାଳୟ ପରିସରରୁ ମୋବାଇଲ ଏଟିଏମ୍‌ ଭ୍ୟାନର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରଶାଦ ପାଢୀ, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ସ୍ବତନ୍ତ୍ର ସଚିବ ଏସ୍‌.ଏନ୍‌.ଗିରିଶ ଏହାକୁ ଉନ୍ମୋଚନ କରିଥିଲେ।

Share