Categories: Video

ବାପୁଜୀ ନଗର ମାର୍କେଟ ସିଲ୍ | BMC seals Bapuji Nagar market

ସାମାଜିକ ଦ୍ୱରତ୍ୱ ନିୟମ ଉଲ୍ଲଘଂନ କରିବାରୁ ଭୁବନେଶ୍ୱର ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରି ଦିଆଯାଇଛି । ମାର୍କେଟ ବନ୍ଦ ହୋଇଥିବା ନେଇ ବିଏମ୍‌ସିର ଜୋନାଲ ଡେପୁଟି କମିଶନର ଅଂଶୁମାନ ଦେଇଛନ୍ତି ।