ବାପ୍‌ କିଡ଼୍‌ନୀ ରୁଗୀ, ଝି’ ହୁରୁଦ୍‌ରୋଗ୍‌ରେ ପୀଡ଼ିତ: ଚିକିସତ୍ା ସାହାଯ୍‌ ଲାଗି ଜିଲାପାଲକୁଁ ଗୁହାରି

ବରଗଡ଼ ଅଫିସ୍‌,୨୮।୫-ବରଗଡ଼ ଜିଲା ବରଡୋଲ ପଁଚେତ ଅଧୀନ ପିପିଲିପାଲି ବନ୍ଧପାଲି ଗଁ।ର ରାଜେଶ ରାଓ। ସେ ଝନେ ନିହାତି ଗରିବ୍‌, କୁଲି ମଜୁରି କରି ନିଜର କୁଟୁମ ପୁଷୁଛନ୍‌। ପରିବାର କହେଲେ ମାଏକିନା, ତିନ୍‌ ଝି’ ବିନ୍ଦୁ, ଡଲି, ସୀତା ଆର ପୁଓ ରଥକେ ନେଇ ତାକର ସଁସାର। ହେଲେ ଏହେଦେ ତାକର ଉପରେ ଦୁଖର ପାହାଡ଼ ମାଡ଼ି ବସିଛେ। ରାଜେଶ ନିଜେ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ଥିଲାବେଲେ ସାନ ଝି’ ସୀତା(୧୦) ହୁରୁଦ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ରାଜେଶ ଝି’ର ଚିକିସତ୍ା ଲାଗି ବୁର୍ଲା ବଡ଼ଡାକ୍‌ତରଖାନାରେ ଦେଖେଇଥିଲେ। ସେଠାନେ ଡାକ୍‌ତର ପରୀକ୍ଷା ନିରୀକ୍ଷା ଉତାରୁ ସୀତାର ଚିକିସତ୍ା ଲାଗି ଅପରେଶନର ଦରକାର ପଡ଼ୁଛେ ବଲି କହେବାର ସଂଗେ ଆପୋଲୋ ହସପିଟାଲ ନେବାକେ ପରାମଶ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ଏହେଦେ ସୀତାର ଚିକିସତ୍ା ଅଟକି ରହିଛେ। ଇଆଡ଼େ ରାଜେଶର ପରିସ୍ଥିତି ଏନ୍‌ତା ଯେ, ଝି’କେ ଆପୋଲୋ ହସପିଟାଲ ନେବାକେ ବି ତାକର ପାସେ ଟଁକା ନଁ।ଇଁନ। ଯେନ୍‌ଥିରଲାଗି ଝି’ର ଚିକିସତ୍ା ସାହାଯ୍‌ ସଂଗେ ଯିବାର ଆଏବାର ଖରଚ୍‌ର ସହଯୋଗ ଆଶ୍‌ରେ ସେ ଜିଲାପାଲକୁଁ ଗୁହାରି କରିଛନ୍‌। ରାଜେଶ ନିଜର ମାଏକିନାର ସଂଗେ ଜିଲାପାଲକଁର ଅଫିସ ଆସି ସ୍ମାରକପତର ଦେଇଥିଲେ।