Categories: Video

ବାବୁସାନ କହିଲେ ସ୍ଲିମ୍ ହେବାର ରାଜ୍ | Babushan reveals his fitness secrets

‘ରୋମିଓ ଦ ଲଭର ବୟ’ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ ବାବୁସାନ । ତା ପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ବାବୁସାନ୍ । ସେ କେବଳ ଜଣେ ଭଲ ଅଭିନେତା ନୁହନ୍ତି ଭଲ ସିଙ୍ଗର ମଧ୍ୟ । ତାଙ୍କ ବିଷୟରେ ଅଧିକ କିଛି ଜାଣିବା ଏହି ଭିଡିଓରେ…

 

After making his debut in Odia cinema through ‘Romeo- The Lover Boy’, Babushan has never looked back. One of the most demanded actors in the state, he has churned out one hit movie after the other. Besides, his singing abilities have also managed to enthral the audiences. Let’s know more about him.