Categories: Video

ବାବୁ ମହଲ: ଅକଡମ୍‍ ବକଡମ୍‍ ଫୁ… | Babu Mahal #31 ‘Akadam Bakadam Fu…’

ଅନ୍ୟକୁ ହଇରାଣ କରି କେତେଜଣ ମଣିଷ ଖୁସି ହୁଅନ୍ତି, ଏହା ସେମାନଙ୍କ ଅଭ୍ୟାସ। ହେଲେ ଏପରି ଅଭ୍ୟାସ ବେଳେ ବେଳେ ବୁମେରାଙ୍ଗ ପାଲଟିଯାଏ। ‘ବାବୁ ମହଲ’ରେ ଏଭଳି ଏକ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ‘ଅକଡ଼ମ ବକଡମ ଫୁ…’।