Categories: Video

ବାବୁ ମହଲ: ଅନଲାଇନ୍ ପାଠପଢ଼ା

ପରିସ୍ଥିତି ଅନେକ ବଦଳିଛି ଏବଂ ବଦଳିଛି ଶିକ୍ଷା ବ୍ୟବସ୍ଥା। ଏବେ ହେଉଛି ଅନଲାଇନରେ ପାଠ ପଢ଼ା। କିନ୍ତୁ କେଉଁଠି ମୋବାଇଲ ନେଟୱର୍କ ନାହିଁ ତ ଆଉ କେଉଁଠି ଇଣ୍ଟରନେଟ କାମ କରୁନି। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ ଅନଲାଇନ୍ ପାଠପଢ଼ା’।