Categories: Video

ବାବୁ ମହଲ: ଅନ୍‌ଲାଇନ୍‌ ଠକେଇ | Babu Mahal #16 : Online Thakei

ବଢ଼ିଚାଲିଛି ଅନ୍‌ଲାଇନ୍‌ ଠକେଇ। ଅନେକ ଅସାଧୁ ବ୍ୟକ୍ତି ନାନା ଉପାୟରେ ଠକେଇ କରୁଥିବା ପରିଲକ୍ଷିତ ହେଉଛି। କିଛି ସରଳ ବ୍ୟକ୍ତି ସେମାନଙ୍କ ପ୍ରରୋଚନାରେ ଆସି ଠକି ହେଉଛନ୍ତି। ତେବେ ବ୍ୟାଙ୍କ ତଥା ଅନ୍ୟ ବହୁ ସଂସ୍ଥା ସେହି ଠକମାନଙ୍କଠାରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଇ ଆସୁଛନ୍ତି। ତେଣୁ ସତର୍କ ରୁହନ୍ତୁ ଏବଂ ନିଜକୁ ଠକାମିରୁ ବଞ୍ଚାନ୍ତୁ। ଏଥର ’ବାବୁମହଲ’ର ପ୍ରସଙ୍ଗ ହେଉଛି ’ଅନ୍‌ଲାଇନ୍‌ ଠକେଇ’। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal #16: Online Thakei ( A funny odia animated cartoon web series from Dharitri Live ) This video is not allowed for reuse/ redistribution in any form and manner on any source. Copyright owner : Dharitri Live