ଆଜିର ଆଧୁନିକ ସମାଜରେ ଇଂରାଜୀ ଶଦ୍ଦର ବ୍ୟବହାର ବହୁଳ ମାତ୍ରାରେ ହେଉଛି। ଚାକିରୀ କିମ୍ବା ଯେକୋୖଣସି ବୃତ୍ତିରେ ଏହାର ବ୍ୟବହାର ଯେପରି ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଯାହାଦ୍ଵାରା ଅନେକ ବ୍ୟକ୍ତି ପ୍ରଭାବିତ ହେଉଥିବା ମଧ୍ୟ ନଜରକୁ ଆସେ । ଏଥର ‘ବାବୁମହଲ’ର ପ୍ରସଙ୍ଗ ହେଉଛି ‘ଇଙ୍ଗିଲିସ୍ ଫିଙ୍ଗଲିସ୍’।