Categories: Video

ବାବୁ ମହଲ: କାଳିଆ ଟଙ୍କାକୁ କାଳିଆ ଭରସା

ରାଜ୍ୟ ସରକାର ସମସ୍ତ କ୍ଷୁଦ୍ର ଚାଷୀ, ନାମ ମାତ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କଲେ। ମାତ୍ର ଯୋଜନାର ଫାଇଦା ପ୍ରକୃତ ହିତାଧିକାରୀ ନପାଇ ଅଯୋଗ୍ୟ ବ୍ୟକ୍ତି ବିଶେଷ ପାଇଲେ। ବର୍ତ୍ତମାନ ପ୍ରକୃତ ଚାଷୀଙ୍କୁ ଟଙ୍କା ଦେବାପାଇଁ ଅର୍ଥାଭାବ ଦେଖାଦେଇଛି। ତେଣୁ ସମସ୍ତ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଯୋଜନା ଟଙ୍କା ଫେରାଇ ଦେବାକୁ ରାଜ୍ୟ ସରକାର ଅନୁରୋଧ କରୁଛନ୍ତି। ଏହା କେତେ ଯୁକ୍ତିଯୁକ୍ତ ତାହା ଏହି ଆନିମେସନ ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି।

ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।