Posted inVideo

ବାବୁ ମହଲ : ତାଳ ଫୋଟକା

Featured Video Play Icon

ଆଲୋକର ପର୍ବ ଦୀପାବଳି। ସବୁଠି ଖୁସି ଆଉ ଆନନ୍ଦର ମାହୋଲ। ଦ୍ବୀପର ଆଲୁଅରେ ବଡବଡିଆଙ୍କୁ ଡାକିବାର ଏକ ନିଆରା ପରମ୍ପରା। ଏହି ଅବସରରେ ପିଲାଠୁଁ ବୟସ୍କ ପ୍ରାୟ ସମସ୍ତେ ପରସ୍ପରକୁ ମିଷ୍ଟାନ୍ନ ଦେଇ ଅଭିନନ୍ଦନ ଜଣେଇଥାନ୍ତି। ତେବେ ବାଣ ଫୁଟେଇବା ସମୟରେ ଆବଶ୍ୟକୀୟ ସୁରକ୍ଷା ଏବଂ ଅନ୍ୟମାନଙ୍କୁ ଯେପରି ଅସୁବିଧା ନହେଉ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏଥର ‘ବାବୁ ମହଲ’ର ପ୍ରସଙ୍ଗ ହେଉଛି ତାଳ ଫୋଟକା।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri