Categories: Video

ବାବୁ ମହଲ: ଦାନ୍ତ ବିନ୍ଧା | Babu Mahal #32 ‘Danta Bindha’

ଆଜିକାଲି ଦାନ୍ତ ବିନ୍ଧା ଏକ ବଡ଼ ସମସ୍ୟା। ଖରାପ ଖାଦ୍ୟ ପଦାର୍ଥ ହଉ କି ଭଲରେ ଦାନ୍ତକୁ ସଫା ନ ରଖିବା କାରଣରୁ ବିଭିନ୍ନ ପ୍ରକାରର ଦାନ୍ତ ସମସ୍ୟା ଉପୁଜିଥାଏ। ଏଥର ‘ବାବୁ ମହଲ’ ର ପ୍ରସଙ୍ଗ ‘ଦାନ୍ତ ବିନ୍ଧା’ ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।