Categories: Video

ବାବୁ ମହଲ: ପରିବା ବଜାରରେ ନିଆଁ | Babu Mahal #12: Pariba Bajarare Niaan

ଦୀର୍ଘ ଦିନ ହେଲା ପରିବା ଦର ଆକାଶଛୁଆଁ ରହିଛି। ଏହି ଦର ସବୁ ବର୍ଗର ଲୋକଙ୍କୁ ବାଧୁଛି। ବଜାରକୁ ବ୍ୟାଗ୍‌ଟିଏ ନେଇଗଲାବେଳକୁ ମନରେ ପ୍ରଶ୍ନ ଉଠୁଛି ଆଜି କ’ଣ ଆହୁରି ଦର ବଢିଯାଇଥିବ! ସାଧାରଣତଃ ଶୀତ ଦିନରେ ପରିବା ଦର କମ୍‌ ଥାଏ; କିନ୍ତୁ ଏ ବର୍ଷ ପରିବା ଦରର ମାତ୍ରାଧିକ ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତାର କାରଣ ସାଜିଛି। ଏଥରର ‘ବାବୁମହଲ’ରେ ପ୍ରସଙ୍ଗ ରହିଛି ‘ପରିବା ବଜାରରେ ନିଆଁ’।

ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal Episode 12: Pariba Bajarare Niaan ( A funny odia animated cartoon web series from Dharitri Live )