Categories: Video

ବାବୁ ମହଲ: ବୋବାଲିଆ କ୍ୱାରାଣ୍ଟାଇନ୍‌ | Babu Mahal #27 ‘Bobalia Quarantine’

ଭୂତାଣୁ ସଂକ୍ରମଣରୁ ରକ୍ଷା ଲାଗି ସାରା ଦେଶ ଏବେ ଲକ୍‌ଡାଉନ୍‌ରେ। ଭାଇରସ୍‌ଠାରୁ ଦୂରରେ ରହିବାକୁ କ୍ୱାରାଣ୍ଟାଇନ୍‌ ଏବଂ ସାମାଜିକ ଦୂରତ୍ୱ ଉପରେ ବେଶି ଗୁରୁତ୍ୱ ଦିଆଯାଉଛି। ଲକଡାଉନ୍‌ ସମୟରେ ମଧ୍ୟ କିଛି ଲୋକ ବାହାରେ ମିଛ କହି ବୁଲୁଥିବାର ଦେଖାଯାଉଛି, ସେପରି ନକରି ଘରେ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ବୋବାଲିଆ କ୍ୱାରାଣ୍ଟାଇନ୍‌’।