Categories: Video

ବାବୁ ମହଲ: ଭାଇରସ ଭୟ | Babu Mahal #25 ‘Virus Bhaya’

ଏବେ ସବୁଠି ଭାଇରସର ଆତଙ୍କ, ସାଧାରଣ ଲୋକ ଏଥିରୁ ବଞ୍ଚିବା ପାଇଁ ଖାଦ୍ୟପେୟ ଏବଂ କାର୍ଯ୍ୟପନ୍ଥାରେ ପରିବର୍ତ୍ତନ କରିଲେଣି। ବିଭିନ୍ନ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ସରକାର ମଧ୍ୟ ଏଥିପାଇଁ କିଛି ସତର୍କତା ଅବଲମ୍ବନ କରିବାକୁ ଗାଇଡ଼ଲାଇନ ଜାରି କରିଛନ୍ତି। ତେବେ ଆତଙ୍କିତ ନହୋଇ କେବଳ ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଏବଂ ପରିଷ୍କାର ପରିଛନ୍ନତା ଅବଲମ୍ବନ କରିବା ଆବଶ୍ୟକ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ଭାଇରସ ଭୟ’।

 

ମନେ ରଖନ୍ତୁ ‘ଏକ ସୁସ୍ଥ ମାନସିକତା ମଣିଷକୁ ସୁସ୍ଥ ରଖିବାରେ ସହାୟକ ହୁଏ’।