Categories: Video

ବାବୁ ମହଲ: ରଜ ମଉଜ | Babu Mahal #37 ‘Rajo Mauja’

ଓଡ଼ିଶାରେ ବାର ମାସରେ ତେର ପର୍ବ, ତନ୍ମଧ୍ୟରୁ ରଜ ଅନ୍ୟତମ। ଏହି ରଜ ପର୍ବର ରହିଛି ଅନେକ ବିଶେଷତ୍ୱ। ଗାଁ ଠାରୁ ସହର, ପିଲା ଠାରୁ ବୟସ୍କ ସଭିଏଁ ଏହାକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ଦୋଳି ଖେଳ, ପିଠା ପଣା, ରଜ ପାନ ଆଦି ଏହି ପର୍ବର ପ୍ରମୁଖ ଆକର୍ଷଣ। ଏଥର ‘ବାବୁ ମହଲ’ର ପ୍ରସଙ୍ଗ ହେଉଛି ‘ରଜ ମଉଜ’। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal #37 : Rajo Mauja ( A funny odia animated cartoon web series from Dharitri Live )

This video is not allowed for reuse/ redistribution in any form and manner on any source. Copyright owner : Dharitri Live