ଆଜିକାଲି ତ କଥା କଥାକେ ଷ୍ଟ୍ରାଇକ୍। କେତେବେଳେ ନିଜ ପ୍ରତିବାଦ ଜଣାଇବା ପାଇଁ, ତ ଆଉ କେତେବେଳେ ନିଜ କଥାରେ ଅନ୍ୟମାନଙ୍କୁ ବଳପୂର୍ବକ ରାଜି କରାଇବା ପାଇଁ। କାରଣ ଯାହା ହେଉନା କାହିଁକି, କିନ୍ତୁ ତା’ର ପ୍ରଭାବରେ ସାଧାରଣ ଲୋକ ଅତିଷ୍ଠ। ଏଥର ‘ବାବୁ ମହଲ’ର ପ୍ରସଙ୍ଗ ହେଉଛି ‘ଷ୍ଟ୍ରାଇକ୍’। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।