Categories: Video

ବାବୁ ମହଲ: ସନିଆର କୁସ୍ତି ଲଢେଇ | Babu Mahal #23 ‘Saniara Kusti Ladhei’

କିଛି ଲୋକ ଲୋଭର ବଶବର୍ତ୍ତୀ ହୋଇ ଅନେକ ଦୁଃସାଧ୍ୟ କାର୍ଯ୍ୟ କରିବାକୁ ଆଗଭର ହୁଅନ୍ତି, ମାତ୍ର ଉପଯୁକ୍ତ ପ୍ରଶିକ୍ଷଣ ବିନା ଏହା ବିପଦପୂର୍ଣ୍ଣ। ଯେକୌଣସି ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ବହୁ ଅଭ୍ୟାସ ଏବଂ ପ୍ରଶିକ୍ଷଣର ଆବଶ୍ୟକତା ଥାଏ। କେବଳ ଲୋଭ ଯୋଗୁଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଅନୁଚିତ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ସନିଆର କୁସ୍ତି ଲଢେଇ’ । ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal #23: Sania Ra Kusti Ladhei ( A funny odia animated cartoon web series from Dharitri Live )

This video is not allowed for reuse/ redistribution in any form and manner on any source.

Copyright owner : Dharitri Live