Categories: Video

ବାବୁ ମହଲ: ସନିଆର ଚାକିରୀ ଖୋଜା | Babu Mahal #18: Saniara Chakiri Khoja

ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଏବେ ବେରୋଜଗାରୀ ବଢ଼ିବାରେ ଲାଗିଛି। ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରରେ ଏବେ ଚାକିରୀ ଲାଗି ଅଶାୟୀଙ୍କ ସଂଖ୍ୟା ମାତ୍ରାଧିକ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ରହିଛି ‘ସନିଆର ଚାକିରୀ ଖୋଜା’।

ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal #18: Saniara Chakiri Khoja ( A funny odia animated cartoon web series from Dharitri Live )

This video is not allowed for reuse/ redistribution in any form and manner on any source. Copyright owner : Dharitri Live