Categories: Video

ବାବୁ ମହଲ: ସନିଆର ଚାଷ | Babu Mahal #38 ‘Sania ra chasa’

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ତେବେ ଆଜିର ଯୁବପିଢ଼ି କୃଷିକାର୍ଯ୍ୟ ପ୍ରତି ଏତେଟା ଆଗଭର ନ ହେଉଥିବା ପ୍ରାୟତଃ ପରିଲକ୍ଷିତ ହୁଏ। କୃଷି ଯେ ଅର୍ଥନୀତିର ମେରୁଦଣ୍ଡ ଏହା ପାଶୋରି ଗଲେଣି ଅନେକ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ସନିଆର ଚାଷ ‘।

This video is not allowed for reuse/ redistribution in any form and manner on any source. Copyright owner : Dharitri Live