Categories: Video

ବାବୁ ମହଲ: ସନିଆର ଫିଟ୍‌ ଫର୍ମୁଲା | Babu Mahal #15: Sania Ra Fit Formula

ସୁସ୍ଥ ଏବଂ ନିରାମୟ ଜୀବନ ଲାଗି ବ୍ୟାୟାମ ନିତାନ୍ତ ଜରୁରୀ। ସଭିଏଁ ନିଜକୁ ଫିଟ୍‌ ରଖିବାକୁ ଚାହାଁନ୍ତି। ତେବେ ଆଜିକାଲି ଜିମ୍ ଯାଇ ମେଦ କମାଇବା ସହ ଏକ ଆକର୍ଷଣୀୟ ଚେହେରା ଲାଗି ସମସ୍ତଙ୍କ ଆଗ୍ରହ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ରହିଛି ‘ସନିଆର ଫିଟ୍‌ ଫର୍ମୁଲା’।

ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।