Categories: Video

ବାବୁ ମହଲ: ସନିଆର ଭାଲେଣ୍ଟାଇନ୍ସ ଡେ | Babu Mahal #21 “Saniara Valentine’s Day”

ଆଜିକାଲି ଫେକ୍ କଲ୍ ମାଧ୍ୟମରେ ସରଳ ଲୋକଙ୍କୁ ଫସେଇ ସେମାନଙ୍କଠୁଁ ପଇସା ହଡ଼ପ ହେଉଥିବାର ବହୁତ ଘଟଣା ନଜରକୁ ଆସୁଛି। କିଏ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦିଅନ୍ତି ତ ଆଉ କିଏ ମିଛରେ ଗାର୍ଲଫ୍ରେଣ୍ଡ ହୋଇଯାଇ ଫିଶିଙ୍ଗ୍ କରିଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଏଥର ‘ବାବୁମହଲ’ରେ ପ୍ରସଙ୍ଗ ହେଉଛି ‘ସନିଆର ଭାଲେଣ୍ଟାଇନ୍ସ ଡେ’।

ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal #21: Saniara Valentine’s Day ( A funny odia animated cartoon web series from Dharitri Live )

This video is not allowed for reuse/ redistribution in any form and manner on any source. Copyright owner : Dharitri Live