Categories: Video

ବାବୁ ମହଲ: ସନିଆର ସିନେମା ନିଶା | Babu Mahal #17: Saniara Cinema Nisha

ଆଜିକାଲି ଯୁବପିଢିଙ୍କର ଅଭିନୟ ପ୍ରତି ବଢୁଛି ରୁଚି। ଗ୍ଲାମର ଦୁନିଆ ସଭିଙ୍କୁ କରୁଛି ଆକର୍ଷିତ। ତେବେ ଅଭିନୟକୁ କ୍ୟାରିଅର କରି ସେଥିରେ ପ୍ରତିଷ୍ଠିତ ହେବା ଲାଗି ବହୁ ପରିଶ୍ରମ ଏବଂ ଦୃଢ଼ ଲକ୍ଷ୍ୟ ଜରୁରୀ। ଏଥର ’ବାବୁମହଲ’ର ପ୍ରସଙ୍ଗ ହେଉଛି ’ସନିଆର ସିନେମା ନିଶା’। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal #17: Saniara Cinema Nisha ( A funny odia animated cartoon web series from Dharitri Live )

This video is not allowed for reuse/ redistribution in any form and manner on any source. Copyright owner : Dharitri Live