Categories: Video

ବାବୁ ମହଲ: ସାବିତ୍ରୀ ଓଷା | Babu Mahal #34 ‘Sabitri Osha’

ଓଡ଼ିଶାର ହିନ୍ଦୁ ପର୍ବପର୍ବାଣି ମଧ୍ୟରେ ସାବିତ୍ରୀ ଅମାବାସ୍ୟା ଏକ ଅନ୍ୟତମ ପର୍ବ । ଏହିଦିନ ନାରୀ ମାନେ ବିଭିନ୍ନ ଫଳ ମୂଳ ଖାଇ ସ୍ୱାମୀ ମାନଙ୍କ ପାଇଁ ଉପବାସ କରନ୍ତି । ସେଥିପାଇଁ ବଜାରରେ ଫଳ ଦର ଅହେତୁକ ବୃଦ୍ଧି ହେତୁ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ । ଏଥର ବାବୁମହଲ ର ପ୍ରସଙ୍ଗ “ସାବିତ୍ରୀ ଓଷା”