ବାଲୁକାକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ବେଳାଭୂମୀରେ ସେ ଏକ ବାଲୁକାକଳାରେ ଦେଶବାସୀଙ୍କୁ ଲୋହରି, ପୋଙ୍ଗଲ, ଉତ୍ତରାୟଣ, ବିହୁ ଆଦି ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଆଶା, ସମୃଦ୍ଧି ଏବଂ ଭଲ ଫସଲ ଆଣିଦେଉ ବୋଲି ସେ କହିଛନ୍ତି।

Share