Categories: ଜାତୀୟ

ବିଚାରପତି ହେଲେ ଆଇନ ସଚିବ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ପ୍ରଥମ ଥର ଲାଗି ଜଣେ ଜିଲା ଓ ଦୌରାଜଜ୍‌ଙ୍କୁ ସୋମବାର କେନ୍ଦ୍ର ଆଇନ ସଚିବ ନିଯୁକ୍ତ କରାଯାଇଛି। ଅନୁପ କୁମାର ମେଣ୍ଡିରତ୍ତା ଆଇନ ମନ୍ତ୍ରଣାଳୟର ନୂଆ ସଚିବ (ଆଇନ ବ୍ୟାପାର) ନିଯୁକ୍ତ ହୋଇଛନ୍ତି। ଏବେ ସେ ଦିଲ୍ଲୀ ଉତ୍ତରପୂର୍ବ ଜିଲା କର୍କାଡୁମା କୋଟର ଜିଲା ଓ ଦୌରା ଜଜ୍‌ ଅଛନ୍ତି।

Share