ବିଜେଡିର ନୂଆ ମୁଖପାତ୍ର ତାଲିକା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ..

ଭୁବନେଶ୍ୱର, ୪।୯(ବ୍ୟୁରୋ): ବିଜେଡି ପକ୍ଷରୁ ବୁଧବାର ନୂଆ ମୁଖପାତ୍ର ତାଲିକା ପ୍ରକାଶ ପାଇଛି। ଏଥିରେ ମିଡିଆ କୋର୍ଡିନେଟର ଭାବେ ଏମ୍‌ପି ସସ୍ମିତ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ୫ଜଣଙ୍କୁ ଜାତୀୟ ମୁଖପାତ୍ର, ୧୪ଜଣଙ୍କୁ ବିଜେଡି ମୁଖପାତ୍ର ଏବଂ ୧୦ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ଦାୟିତ୍ୱ ଦିଆଯାଇଛି।

ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ:

ମିଡିଆ କୋର୍ଡିନେଟର୍‌
– ସସ୍ମିତ ପାତ୍ର

ଜାତୀୟ ମୁଖପାତ୍ର

୧- ଏମ୍‌ପି ପିନାକୀ ମିଶ୍ର
୨-ଏମ୍‌ପି ଅନୁଭବ ମହାନ୍ତି
୩- ଏମ୍‌ପି ଅମର ପଟ୍ଟନାୟକ
୪- ଏମ୍‌ପି ସସ୍ମିତ ପାତ୍ର
୫- ସତ୍ୟନାରାୟଣ ସାହୁ

ବିଜେଡିର ମୁଖପାତ୍ର
୧- ବିଧାୟକ ପ୍ରତାପ କେଶରୀ ଦେବ
୨- ବିଧାୟକ ଦେବୀପ୍ରସାଦ ମିଶ୍ର
୩- ଏମ୍‌ପି ପ୍ରଶାନ୍ତ ନନ୍ଦ
୪- ଏମ୍‌ପି ରମେଶ ଚନ୍ଦ୍ର ମାଝୀ
୫- ବିଧାୟକ ବ୍ୟେମକେଶ ରାୟ
୬- ସୁବାସ ଚୌହାନ
୭- ଆକଶ ଦାସନାୟକ
୮- ସୁବାସ ଦାସ
୯- ଅନୁଭବ ପଟ୍ଟନାୟକ
୧୦- ଲେନିନ ମହାନ୍ତି
୧୧- ସୁଲତା ଦେଓ
୧୨- ଲୋପାମୁଦ୍ରା ବକ୍ସିପାତ୍ର
୧୩- ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର
୧୪- ଭରଦ୍ୱାଜ ମିଶ୍ର

ପ୍ୟାନେଲିଷ୍ଟ
୧- ମିହିର ମହାନ୍ତି
୨- ସନ୍ତୋଷ ଲେଙ୍କା
୩-ବିଶ୍ୱଜିତ ମହାନ୍ତି
୪- ସଞ୍ଜୟ ବାବୁ
୫- ହରିଶ ଚୌଧୁରୀ
୬- ତପନ ଦାସ
୭- ଦୁର୍ଗା ସାମନ୍ତରାୟ
୮- ପ୍ରିୟବ୍ରତ ମାଝୀ
୯- ଚକ୍ରଧର ଦାଶ
୧୦- ଓମ୍‌ ପ୍ରକାଶ ସାହୁ