ବିଜେପୁରରେ ନବୀନ ଆଗୁଆ

ବିଜେପୁର,୨୩।୫: ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ୧୨ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନବୀନ ୩୭୩୫୬ ଭୋଟ ପାଇଥିବାବେଳେ ଭାଜପାର ସନତ କୁମାର ଗଡ଼ତିଆ ୧୫୧୨୯ ଭୋଟ ପାଇଛନ୍ତି।

Share