Categories: ବାଣିଜ୍ୟ

ବିତ୍ତୀୟ ଏବଂ ଆର୍ଥତ୍କ ପଦକ୍ଷେପ ଜରୁରୀ:ଏସ୍‌ବିଆଇ ରିସର୍ଚ୍ଚ

ମୁମ୍ବାଇ,୧୮-୩: କରୋନା ଯୋଗୁ ଉତ୍ପାଦନ ହ୍ରାସ ଏବଂ ସାମଗ୍ରୀର ଦରଦାମ ବଢ଼ିବା ଭଳି ସମସ୍ୟାକୁ କମ୍‌ କରିବା ଲାଗି ଅର୍ଥ ବ୍ୟବସ୍ଥାକୁ ସହାୟତା କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ବିତ୍ତୀୟ ଏବଂ ଆର୍ଥତ୍କ ପଦକ୍ଷେପ ଜରୁରୀ ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ସୂଚନା ରହିଛି। ସେହିଭଳି ପ୍ରଭାବିତ ସ୍ଥିତିରେ ରହିଥିବା ହୋଟେଲ ଶିଳ୍ପ, ବିମାନ, ପରିବହନ, ଧାତୁଶିଳ୍ପ ସହ ଅନ୍ୟ ଶିଳ୍ପଗୁଡିକୁ ସହାୟତା କରିବା ପ୍ରସଙ୍ଗକୁ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ସୂଚନା ରହିଛି।

Share