Categories: ଜାତୀୟ

ବିଧାୟକ ଦଳ ନେତାରୁ ଇସ୍ତଫା ଦେଲେ ସିଦ୍ଧରମୟା

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ସୁଦ୍ଧା ୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୫ଟି ଆସନରେ ଆଗୁଆ ରହିଛି। ତେଣୁ ଭାଜପା ଖାତାକୁ ୧୨ ଆସନ ଯାଉଥିବା ବେଳେ କଂଗ୍ରେସକୁ ୨ଟିରେ ସନ୍ତୁଷ୍ଟ ହେବାକୁ ପଡୁଛି। ତେବେ ଏଠାରେ କଂଗ୍ରେସର ଏକ ପ୍ରକାର ପରାଜୟ ହୋଇଥିବାରୁ ବିଧାୟକ ଦଳ ନେତା ସିଦ୍ଧରାମୟା ତାଙ୍କ ପଦରୁ ଇସ୍ତାଫା ଦେଇଛନ୍ତି।

Share