Categories: ଜାତୀୟ

ବିବାଦୀୟ ଜମି ବଦଳରେ ଅନ୍ୟ ସ୍ଥାନରେ ମସଜିଦ୍‌ ନିର୍ମାଣ ଲାଗି ରାଜି ହେଲା ସୁନ୍ନି ଓ୍ବାକଫ ବୋର୍ଡ

ନୂଆଦିଲ୍ଲୀ,୧୬।୧୦: ଅଯୋଧ୍ୟା ପ୍ରସଙ୍ଗରେ ମଧ୍ୟସ୍ଥିଙ୍କ ଯୋଜନା ଅନୁସାରେ ସୁନ୍ନି ଓ୍ବାକଫ୍‌ ବୋର୍ଡ ବିବାଦୀୟ ଜମି ବଦଳରେ ଅନ୍ୟ ସ୍ଥାନରେ ମସଜିଦ୍‌ ନିର୍ମାଣ ପାଇଁ ସହମତି ପ୍ରକାଶ କରିଛି। ଏନେଇ ମଧ୍ୟସ୍ଥିଙ୍କ ପକ୍ଷରୁ କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ତେବେ ଏହି ମାମଲା ଅନ୍ୟ ୬ ମୁସଲମାନ୍‌ ପକ୍ଷଙ୍କ ସହମତିର ଆବଶ୍ୟକତା ରହିଛି।

Share