ବିମାନ ଦୁର୍ଘଟଣାରେ ୩ ମୃତ

ବିମାନ ଦୁର୍ଘଟଣାରେ ୩ ମୃତ
ଲିଉଟସ୍କ, ୨୦ା୭ : ଜର୍ମାନ ସୀମାରେ ଏକ ଛୋଟ ବିମାନ ଦୁର୍ଘଟଣା ହେବା ଫଳରେ ୩ଜଣ ପ୍ରାଣ ହରାଇଥିବା ଅଷ୍ଟ୍ରିଆର ଅଧିକାରୀ ପ୍ରକାଶ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ଲିଉଟସ୍କ ସହର ନିକଟ ଏକ ପାହାଡ଼ରେ ଧକ୍କା ଖାଇବାରୁ ବିମାନଟି ଧ୍ୱଂସ ପାଇଯାଇଥିଲା। ଏହା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା ବୋଲି ଅଷ୍ଟ୍ରିିଆ ପୋଲିସ କହିଛି।

Share