Categories: Video

ବିଲୁଆ ବିଚାର: ଆଞ୍ଜେଲ ପ୍ରିୟାଙ୍କ ଭାଲେଣ୍ଟାଇନ୍ । BILUA BICHARA: Angel Priya’s Valentines Day

ବିଲୁଆ ବିଚାରର ଏହି ଅଧ୍ୟାୟରେ ଆମେ ଦେଖିବା ପ୍ରଥମ ଥର ପାଇଁ ଆଞ୍ଜେଲ ପ୍ରିୟା, ମିଡ଼ିଆରେ ତାଙ୍କ ଭାଲେଣ୍ଟାଇନ୍ ମାନଙ୍କ ବିଷୟରେ କହିଛନ୍ତି| ସେ ଆହୁରି କହିଛନ୍ତି ଯେ କ’ଣ ପାଇଁ ସେ ଫେସବୁକରେ ଫେକ ଆକାଉଣ୍ଟ ଖୋଲନ୍ତି ଓ ତାଙ୍କର ପ୍ରଥମ ପସନ୍ଦ କିଏ ?

This is a parody on the imaginary character and social media sensation Angel Priya who has fake social media accounts to trap those people who are only interested for extra marital affairs. Angel Priya aka Sukuti also shares the reason behind her fake social media accounts.