ଆଜିର ଆଧୁନିକ ସଭ୍ୟତାରେ କିଛି ଲୋକ ବାବାଙ୍କୁ ବିଶ୍ୱାସ କରୁଛନ୍ତି । ଯେଉଁମାନେ ବିଶ୍ୱର କୋଣ ଅନୁକୋଣରେ ପରିଚିତ ନହେଲେ ମଧ୍ୟ ଆମ ଓଡ଼ିଶାରେ ତାଙ୍କର କିଛି କର୍ମ ପାଇଁ ପରିଚିତ ହୋଇଛନ୍ତି । ଏଥର ‘ବିଲୁଆ ବିଚାର’ରେ ଆମ ସହ ଅଛନ୍ତି ବାବା ରସାନନ୍ଦ ରାସୋଳ ଏବଂ ବାବା ପୁଷ୍ପେଟା କୁନ୍ଦୁରୀ ।
This is a parody on the weird world of fake ‘Babas’ in Odisha who are cheating innocent peoples even in this modern era. Few of them are doing their business in the name of spiritual products.