Categories: Video

ବିଲୁଆ ବିଚାର : ନିଉଟନ ସାରଙ୍କ ଟ୍ୟୁସନ୍ ନିଶା । BILUA BICHARA : TUITION TACTICS OF NEWTON SIR

ବିଲୁଆ ବିଚାରର ଏହି ଅଧ୍ୟାୟରେ ଆମେ ଦେଖିବା ଶିକ୍ଷକ ନିଉଟନ କୁମାରଙ୍କ ସମସ୍ତ ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷାରେ ଫେଲ ହେବାରୁ ତାଙ୍କୁ ନିଲମ୍ବିତ କରାଯାଇଛି ହେଲେ ତାଙ୍କ କହିବା ଅନୁଯାୟୀ ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ପିଲାମାନେ ଫେଲ ହୋଇଛନ୍ତି । ସେଥିପାଇଁ ସେ ଓଲଟା କେସ୍ କରିଛନ୍ତି ଏବଂ ଏହାକୁ ନେଇ ତାଙ୍କର ଯୁକ୍ତି କ’ଣ ।

This is a parody on those government school teachers who are more interested to give private tuitions rather than taking proper care of their students in school– A take on the callous teaching habits of such teachers who always go on strikes in the state.